ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ

ଜୟପୁର : ରାଜସ୍ଥାନ ଉଦୟପୁରରେ ଏକ ଆଚମ୍ବିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫୋନ୍ ବ୍ୟାଟେରି ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯାଇଛି। ଏଭଳି ଦୁର୍ଘଟଣାର ଶିକାର ଶିଶୁକୁ ଚିକିତ୍ସା ଲାଗି ପରିବାର ଲୋକେ ସ୍ଥାନୀୟ ଏମବି ହସପିଟାଲରେ ଶୁକ୍ରବାର ସକାଳ ୮.୩୦ରେ ଭର୍ତ୍ତି କରିଥିଲେ। ଶିଶୁର କ୍ଷତ ବିକ୍ଷତ ଚେହେରା ଦେଖି ଡାକ୍ତର ବି ଚକିତ ହୋଇଗଲେ । କାହିଁକିନା ବ୍ୟାଟେରି … Continue reading ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ